STORYMIRROR
ସ୍ବପ୍ନର...
ସ୍ବପ୍ନର ବଗିଚାରେ...
ସ୍ବପ୍ନର...
“
ସ୍ବପ୍ନର ବଗିଚାରେ ରଙ୍ଗିନୀ ପରଜାପତି ଟିଏ
କୋଳାହଳ ଦୁନିଆଁ ନିଶାର କଳାଚୁନିକୁ
ମୁହଁରେ ଘୋଡାଇ ଯେବେ ଶୋଇ ଯାଏ
ଚାନ୍ଦିନୀ କିରଣର ଟର୍ଚ୍ଚ ଲାଇଟ୍ କୁ ଥରି
ଖୋଜି ବସେ ପରିଚିତ ଲକ୍ଷ୍ଯର ଫୁଲ ।
ହଁ, ଖୋଜିବା ରାସ୍ତାଟା ଲମ୍ବା
କିନ୍ତୁ ମୁଁ ଭାବେ ତା' ପାଇଁ ଚ୍ଥୋଟିଆ ।
”
46
More english quote from Lipsa Acharya
Similar english quote from Abstract
Download StoryMirror App