STORYMIRROR
ସ୍ୱର୍ଗ ମୁଁ...
ସ୍ୱର୍ଗ ମୁଁ...
ସ୍ୱର୍ଗ ମୁଁ...
“
ସ୍ୱର୍ଗ ମୁଁ ଦେଖିନି
ଶୁଣିଚି କେବଳ
ପ୍ରୀତି ପୀୟୂଷର ଧାରାଟିଏ,
ମୋ ଘର ମୋ ପାଇଁ
ସ୍ୱର୍ଗଠୁ ସୁନ୍ଦର
ଯହିଁ ସ୍ନେହ ଫଲ୍ଗୁ ଝରୁଥାଏ।
ସୁମିତା
”
165
More english quote from sumita behera
Similar english quote from Abstract
Download StoryMirror App