sumita behera
Literary Colonel
AUTHOR OF THE YEAR 2021 - NOMINEE

163
Posts
85
Followers
0
Following

I'm sumita and I love to read StoryMirror contents.

Share with friends

ବର୍ଷା ଭିଜୁଛ ବର୍ଷାରେ ତୁମେ ସେଠି ଏଠି ନିଦାଘର ନିଷ୍ଠୁରତା, ପାଦ ତଳେ ତୁମ ଗୋଲାପ ଗାଲିଚା ଏଠି ଭରା କଣ୍ଟକତା। ସୁମିତା ବର୍ଷା ଭିଜୁଛ ବର୍ଷାରେ ତୁମେ ସେଠି ଏଠି ନିଦାଘର ନିଷ୍ଠୁରତା, ପାଦ ତଳେ ତୁମ ଗୋଲାପ ଗାଲିଚା ଏଠି ଭରା କଣ୍ଟକତା। ସୁମିତା

ପଦଚିହ୍ନ ତୁମ ପଦ ଚିହ୍ନ ଖୋଜିବାକୁ ଯାଇ ନିରାଶରେ ଲେଉଟିଲି, ସାଗର ଲହରୀ ଧୋଇ ନେଲା ଭାବି ମନକୁ ବୁଝେଇ ଦେଲି। ସୁମିତା ବେହେରା

ସ୍ୱର୍ଗ ମୁଁ ଦେଖିନି ଶୁଣିଚି କେବଳ ପ୍ରୀତି ପୀୟୂଷର ଧାରାଟିଏ, ମୋ ଘର ମୋ ପାଇଁ ସ୍ୱର୍ଗଠୁ ସୁନ୍ଦର ଯହିଁ ସ୍ନେହ ଫଲ୍ଗୁ ଝରୁଥାଏ। ସୁମିତା


Feed

Library

Write

Notification
Profile