STORYMIRROR
ଜୀବନଟା...
ଜୀବନଟା ଏକ ଛୋଟିଆ...
ଜୀବନଟା ଏକ...
“
ଜୀବନଟା ଏକ ଛୋଟିଆ ଆହୁଲା ଡଙ୍ଗା
ମାୟା ମୋହଭରା ସେ ଡଙ୍ଗା ଚାଲେ ମହୋଦଧିର ଜଳରାଶିରେ।
ମହୋଦଧିର ଜଳରାଶିରେ ଡଙ୍ଗା ଚାଲିଛି କେବେ ସିଧା କେବେ ବଙ୍କା
ଅହଂର ଆହୁଲା ନାଁ ନିଏ ସିନା କିନ୍ତୁ ନାଆ ଚାଲେ କାଳର ଚକ୍ରରେ.... ।।
@ଲଳିତ ମୋହନ ମିଶ୍ର
”
128
More english quote from Lalita Mohan Mishra
Similar english quote from Abstract
Download StoryMirror App