I'm Aditya and I love to read StoryMirror contents.
ପ୍ରତିଟି ହୁଦୟ ଏଠି ବେଦନା ରେ ଭରା ସୁଖେନି କା ଆଖିରୁ ଏଠି ଲୁହ ଧାରା ପ୍ରତିଟି ହୁଦୟ ଏଠି ବେଦନା ରେ ଭରା ସୁଖେନି କା ଆଖିରୁ ଏଠି ଲୁହ ଧାରା
ଲେଖି ଯାଏ କିଛି କଥା ଅଙ୍କା ବଙ୍କା ସୁରେ ଭାବନାରେ ଥାଏ ପ୍ରାୟ ସତରୁ ମୁଁ ଦୁରେ ଲେଖି ଯାଏ କିଛି କଥା ଅଙ୍କା ବଙ୍କା ସୁରେ ଭାବନାରେ ଥାଏ ପ୍ରାୟ ସତରୁ ମୁଁ ଦୁରେ