କହିବା ପାଇଁ ଭଗବାନ ଆମକୁ ଶବ୍ଦ ଦେଇଥାନ୍ତି, କିନ୍ତୁ ସେହି ଶବ୍ଦ କୁ ସଦୁପଯୋଗ କରି ବେବହାର କରିପାରିଲେ ତାକୁ ମଧୁର ଭାଷା କୁହାଯାଏ, ଓ ଅନ୍ୟ କୁ ଉତ୍ତମ ସୁଖ ଦେଇଥାଏ ।
ଚକାଡୋଳା ଚକାନେତ୍ରେ ମଉନରେ ଦେଖୁଛି , ତାରବଳେ ଯଥାକାଳେ ଦଣ୍ଡ ମଧ୍ୟ ଦେଉଛି। ଚକାଡୋଳା ଚକାନେତ୍ରେ ମଉନରେ ଦେଖୁଛି , ତାରବଳେ ଯଥାକାଳେ ଦଣ୍ଡ ମଧ୍ୟ ଦେଉଛି।
ଡାକୁନି ଆଉ ଡାକ ବାଲା ଦାଣ୍ଡ ମୁହଁକୁ ଆସି ଭାବ ଭରା ଚିଠି ଲେଖି ହଉ ନାହିଁ ଆମ୍ବତୋଟାରେ ବସି... ଡାକୁନି ଆଉ ଡାକ ବାଲା ଦାଣ୍ଡ ମୁହଁକୁ ଆସି ଭାବ ଭରା ଚିଠି ଲେଖି ହଉ ନାହିଁ ...