Etishree Jana
Literary Colonel
AUTHOR OF THE YEAR 2021 - NOMINEE

35
Posts
2
Followers
0
Following

time is the best shop to repair hearts in free of cost....

Share with friends

Koi tumhe baar baar hurt kare, Firvi tum smile kar rhe ho It means you are stronger more than any other...

Kuch iss tarha... Tujhe khud me sametna h, Tere har kadam per saya banna h, Tujhe aapne palkon per bithana h, Sari duniya se tujhe chhupana h, Bas ek tamanna h meri, Tujhe aapne mang ka sindur banana h Kuch iss tarha...❤ Kuch iss tarha...❤

Hum wo nehi jo tum samajh te the, Hum wo h jo tum kavi samajh na paye... Pyar ka matlab samjha ke humhe, khud na samajh ban gaye... Kya karun ab tumhare iss pyar ka, Abtak iss pyar ka koi naam na de paye...

ଅତୀତର କିଛି ପୁରୁଣା ପୃଷ୍ଠାକୁ ଭୁଲିବାକୁ ଚେଷ୍ଟା କରି ଅପେକ୍ଷା କରିଛି ସମୟକୁ... କିନ୍ତୁ ମୁଁ ଏବେବି ଅଜ୍ଞ,ସମୟର ଚକ୍ର ସବୁକିଛି ଭୁଲାଇଦିଏ ନା ସମୟ ଚକ୍ରରେ ନିଜକୁ ପରିବର୍ତ୍ତନ କରାଯାଏ...?

ଜ୍ୟୋତ୍ସ୍ନା ଵିଧୌତ ରଜନୀ ମିଞ୍ଜିମିଞ୍ଜି ତାରକାର ଗୁଚ୍ଛ ସେଠାରେ ଖୋଜି ବୁଲୁଥିଲି ତୁମ ଅସ୍ପଷ୍ଟ ଛାୟାକୁ ନା ଥିଲା ତୁମ ବାସ୍ତବ ଅସ୍ତିତ୍ବ ନା ଥିଲା ତୁମ ପ୍ରୀତି ରୂପକ ସ୍ପର୍ଶ ଥିଲା କେବଳ ଅସ୍ଥିର ମନ ଓ ଅସଂଖ୍ୟ ସ୍ମୃତି କିନ୍ତୁ ସେହି ସ୍ମୃତିରେ ଥିଲା ଭଙ୍ଗାରୁଜା କିଛି ସ୍ୱପ୍ନ ଓ ହରାଇବାର ଅସୀମ ଦୁଃଖ।

ମେଘ ଭରା ଆକାଶ। ବାଦଲର ତାଳେ ତାଳେ ଗୁଞ୍ଜରିତ ହେଉଥିଲା ସୌଦାମିନୀର ପ୍ରତିଶବ୍ଦ। ସେହି ବର୍ଷା ଭିଜା ଆକାଶ ତଳେ ବର୍ଷାର ପ୍ରତ୍ୟେକଟି ବିନ୍ଦୁରେ ଖୋଜି ବୁଲୁଥିଲି,ହଜାଇ ଦେଇଥିବା କିଛି ସୁଖଦ ଅତୀତକୁ। କିନ୍ତୁ ମୋ ଅଜ୍ଞତା ବଶତଃ ଭୁଲିଯାଇଥିଲି, ଅତୀତର ନଥାଏ ପ୍ରତ୍ୟାଗମନ,କେବଳ ରହିଥାଏ ଅସୁମାରୀ ସ୍ମୃତିର କିଛି ପ୍ରଚ୍ଛଦପଟ।

ଯୋଜନା ଦ୍ୱାରା କରାଯାଇଥିବା କାର୍ଯ୍ୟ ବେଳେ ବେଳେ ବିଫଳ ହୋଇଥାଏ, କିଛି ଯୋଜନା ସମୟ ଓ ପରିସ୍ଥିତିକୁ ଆଧାର କରି କରାଯିବା ଉଚିତ।

बेवफाई का कोई हद होती है,लेकिन तुम्हारा कोई हद नही।तुम दिल तोड़ने जानते हो,किसीसे प्यार नही।क्या करूँ अब उस सपनो का,जो तुम्हारे बिना अधूरा है।बारिश की बूंदों से अब नफरत है मुझे,क्योंकि हरबार तुम्हारा याद दिलाती है।अब जी तो रही हूँ,लेकिन ज़िंदा लास बनचुकी हूँ।इतने बार दिल तोड़के टुकड़े टुकड़े करचुके हो के,एक एक टुकड़ा जोड़ूँ तो जोड़ना नामुमकिन सा है।अब दूर हो तो दूर ही रहना,पास होना भी मौत जैसा है।


Feed

Library

Write

Notification
Profile