STORYMIRROR
ମେଘ ଭରା...
ମେଘ ଭରା...
ମେଘ ଭରା...
“
ମେଘ ଭରା ଆକାଶ।
ବାଦଲର ତାଳେ ତାଳେ ଗୁଞ୍ଜରିତ ହେଉଥିଲା ସୌଦାମିନୀର ପ୍ରତିଶବ୍ଦ।
ସେହି ବର୍ଷା ଭିଜା ଆକାଶ ତଳେ ବର୍ଷାର ପ୍ରତ୍ୟେକଟି ବିନ୍ଦୁରେ ଖୋଜି ବୁଲୁଥିଲି,ହଜାଇ ଦେଇଥିବା କିଛି ସୁଖଦ ଅତୀତକୁ।
କିନ୍ତୁ ମୋ ଅଜ୍ଞତା ବଶତଃ ଭୁଲିଯାଇଥିଲି,
ଅତୀତର ନଥାଏ ପ୍ରତ୍ୟାଗମନ,କେବଳ ରହିଥାଏ ଅସୁମାରୀ ସ୍ମୃତିର କିଛି ପ୍ରଚ୍ଛଦପଟ।
”
372
More oriya quote from Etishree Jana
Download StoryMirror App