STORYMIRROR

ଅତୀତର କିଛି...

ଅତୀତର କିଛି ପୁରୁଣା ପୃଷ୍ଠାକୁ ଭୁଲିବାକୁ ଚେଷ୍ଟା କରି ଅପେକ୍ଷା କରିଛି ସମୟକୁ... କିନ୍ତୁ ମୁଁ ଏବେବି ଅଜ୍ଞ,ସମୟର ଚକ୍ର ସବୁକିଛି ଭୁଲାଇଦିଏ ନା ସମୟ ଚକ୍ରରେ ନିଜକୁ ପରିବର୍ତ୍ତନ କରାଯାଏ...?

By Etishree Jana
 221


More oriya quote from Etishree Jana
10 Likes   0 Comments
16 Likes   0 Comments
18 Likes   0 Comments
13 Likes   0 Comments
18 Likes   0 Comments