STORYMIRROR
ଜ୍ୟୋତ୍ସ...
ଜ୍ୟୋତ୍ସ୍ନା ଵିଧୌତ...
ଜ୍ୟୋତ୍ସ୍ନା...
“
ଜ୍ୟୋତ୍ସ୍ନା ଵିଧୌତ ରଜନୀ
ମିଞ୍ଜିମିଞ୍ଜି ତାରକାର ଗୁଚ୍ଛ
ସେଠାରେ ଖୋଜି ବୁଲୁଥିଲି ତୁମ ଅସ୍ପଷ୍ଟ ଛାୟାକୁ
ନା ଥିଲା ତୁମ ବାସ୍ତବ ଅସ୍ତିତ୍ବ
ନା ଥିଲା ତୁମ ପ୍ରୀତି ରୂପକ ସ୍ପର୍ଶ
ଥିଲା କେବଳ ଅସ୍ଥିର ମନ ଓ ଅସଂଖ୍ୟ ସ୍ମୃତି କିନ୍ତୁ ସେହି ସ୍ମୃତିରେ ଥିଲା ଭଙ୍ଗାରୁଜା କିଛି ସ୍ୱପ୍ନ ଓ ହରାଇବାର ଅସୀମ ଦୁଃଖ।
”
207
More oriya quote from Etishree Jana
Download StoryMirror App