Quotes New

Audio

Forum

Read

Contests


Write

Sign in
Wohoo!,
Dear user,



Deepak Sarangi

ମୁଁ ଦୀପକ ଷଡଙ୍ଗୀ । ପିତା : ଶ୍ରୀ ଧୀରେନ୍ଦ୍ର ନାଥ ଷଡଙ୍ଗୀ, ମାତା : ଶ୍ରୀମତୀ ଗୀତାଞ୍ଜଳି ଷଡଙ୍ଗୀ, ଜନ୍ମ:୨୫ଡିସେମ୍ବର୧୯୮୪, ବାସସ୍ଥାନ: କଟକ, ଶିକ୍ଷାଗତ ଯୋଗ୍ୟତା: ଔଷଧ ବିଜ୍ଞାନରେ ସ୍ନାତକୋତ୍ତର(M.Pharmacy) । ବର୍ତମାନ ମୁଁ ଓଡିଶାର ସ୍ଵନାମ ଧନ୍ୟ ଫାର୍ମାସୀ ମହାବିଦ୍ୟାଳୟ ବ୍ରହ୍ମପୁର ର ରୋଲାଣ୍ଡ୍ ଫାର୍ମାସୀ କଲେଜ୍ ରେ ସହକାରୀ ଅଧ୍ୟାପକ ରୂପେ କାର୍ଯ୍ୟରତ । ଲେଖାଲେଖିର ଆଗ୍ରହ ଆରମ୍ଭ ହୋଇଥିଲା ୨୦୦୨ ମସିହାରୁ ମୁଁ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ସ୍ନାତକ ପଢୁଥିବା ସମୟରୁ । ବିଭାଗ ତରଫରୁ ବହରୁଥିବା ବାର୍ଷିକ ପତ୍ରିକାରେ ମୋର ଲେଖା ପ୍ରକାଶିତ ହେଉଥିଲା । ସେବେ ଠାରୁ ଲେଖି ଚାଲିଛି । କିଛି ଲେଖା ଦୈନିକ ଖବରକାଗଜ ଯେପରି ସମାଜ ଓ ସମ୍ବାଦରେ ମଧ୍ୟ ବାହାରିଛି । ଓଡିଶାର ପ୍ରଥମ ଇ-ପତ୍ରିକା ଆହ୍ଵାନ ଏବଂ ବେଦାନ୍ତୀ ରେ ମୋର ଲେଖା ପ୍ରାୟତଃ ପ୍ରକାଶିତ ହୋଇଥାଏ । ଲେଖାଲେଖି ବ୍ୟତୀତ ମୁଁ ଜଣେ ସଙ୍ଗୀତକାର(ଗୀଟାରିଷ୍ଟ୍) ମଧ୍ୟ । ମୋର ନିଜସ୍ଵ ଏକ ୟୁ ଟିଉବ୍(You Tube) ଚ୍ୟାନେଲ୍ ମଧ୍ୟ ଅଛି । ଯେଉଁଥିରେ ମୋର ୧୦୦ ରୁ ଉର୍ଦ୍ଧ ହିନ୍ଦୀ,ଓଡିଆ,ବେଙ୍ଗଲୀ ଆଦି ସିନେମା ଏବଂ ଆଲବମ୍ ର Guitar Instrumental ରହିଛି । ଯାହାର ଲିଙ୍କ୍ ମୁଁ ଏଠାରେ ଦେଉଛି https://www.youtube.com/user/sarangidipu/videos?view_as=subscriber ଷ୍ଟୋରୀମିରର୍ ମୋ ଭଳି ଅନାମଧ୍ୟେୟ ପ୍ରତିଭା ମାନଙ୍କୁ ସେମାନଙ୍କର ଲେଖାକୁ ବିଶ୍ଵ ଦରବାରରେ ପହଞ୍ଚାଇ ଥିବାରୁ , ମୁଁ ଷ୍ଟୋରୀମିରର୍ ର ସମ୍ପାଦକ/admin ଙ୍କ ପାଖେ ଚିର କୃତଜ୍ଞ । ଈଶ୍ବରଙ୍କ ପାଖେ ଏତିକି କାମନା ଯେ ଷ୍ଟୋରୀମିରର୍ ଏହି ପରି ନୂତନ ପ୍ରତିଭା ମାନଙ୍କୁ ଖୋଜି ଆଣି ଓଡିଆ ସାହିତ୍ୟକୁ ଏକ ନୂତନ ଦିଗ୍ ଦର୍ଶନ ଦେଉ ଏବଂ ଆଗାମୀ ଦିନରେ ଏହାର ଉତ୍ତୋରତ୍ତର ଉନ୍ନତି ସାଧନ ହେଉ । ଜୟ ଜଗନ୍ନାଥ !!! read more

  Literary Colonel

Temple Of The Mind

Others

The unpolluted temple of the mind....

1    278 17

Music And Me

Children Others

Music take care of me when I am alone Music makes me to feel like my home

1    209 11

Why The Hell Are You Staring?

Abstract

Why the hell are you staring? Do I have something On my face Has my hair gone messy?

1    67 3

While You Can

Inspirational

Talk while you can Your words lighten a face Perform while you can You still have grace

1    72 4

Dream

Inspirational Others

To guide you to your every goal And keep you strong in heart and soul

1    971 4

गुज़ारिश

Others

उम्मीद के चिराग को अपने दिल में जलाये रखा हूँ सायद कोई सुन ले मेरी फ़रियाद यही उम्मीद से ज़िंदा हूँ

1    72 4

यादें

Others

यादों की समंदर में जब चुनता हूँ में मोती सोचता हूँ में बैठ के ज़िन्दगी है एक हसीन चुनौती

1    25 1

ଜୀବନର ସନ୍ଧ୍ୟା

Abstract Others

ସନ୍ଧ୍ୟାର ମନୋରମ ଦୃଶ୍ୟକୁ ଆଦରି କବି କରିଥାଏ କେତେ କଳ୍ପନା

1    44 3

ଜୀବନ ର ସ୍ଵପ୍ନ

Others

ଜୀବନଟା ହୁଅନ୍ତା କି ରକ୍ତ ବର୍ଣ୍ଣ ଗୋଲାପ କଳିକାଟିଏ ରୂପରଙ୍ଗ ସୁବାସରେ ମୋ ଦୁନିଆ ହସାଇ

1    295 49

ବିସ୍ଥାପିତର କୋହ

Tragedy

ପରମ୍ପରା, ଇତିହାସ ଆଜି ସବୁ ତା ପାଇଁ ନଷ୍ଟଭ୍ରଷ୍ଟ ଏବେ ସେ ବିତାଡିତ ,ନିଜ ଭିଟା ମାଟିରୁ ନିଜ ଐତିହରୁ

1    218 42

ମୋ ହୃଦୟ

Romance

ମରୁଭୂମିର ଗ୍ରୀଷ୍ମ ପ୍ରବାହରେ ତୁମେ ବସନ୍ତର ଶୀତଳତା ପୁଣି ସେଇ ଶୀତର

1    251 43

ହାଏ ରେ ମଣିଷ

Others

ମୋହ ମାୟା ସଂସାରକୁ ସେ ଧରିଅଛି ଜାବୁଡି ବିରାଡି ବୈଷ୍ଣବ ସାଜିଛି ଶୁଖୁଆକୁ କାମୁଡି ।

1    235 3

ଏଇ ତ ଜୀବନ

Others

ଜୀବନଟା ନୁହେଁ ଫଗୁଣର ଫୁଲ ସବୁ ଦିନେ ମହକିବ ଜୀବନଟା ନୁହେଁ କଳ୍ପନା ରାଇଜ ବାସ୍ତବରୁ ଦୂରେ ଥିବ

1    226 1

ମୁଁ ଗରିବ

Tragedy

ସବୁଜିମା ଥାଇ ଟାଙ୍ଗରା ଭୁଇଁଟେ ମୁଁ ଶ୍ମସାନ ସ୍ଥାପନ କର ମୋ ବୁକୁରେ

1    164 5

ତୁମେ ତ..... ପାରିବ ବୁଝି

Others

ଦୂର ଆକାଶରେ ଅଭିନବ ଜହ୍ନ ମୁହିଁ ଜୋଛନା ମୋତେ ମାଗନା ମୁଁ ଏକ ଶୁଷ୍କ ପାହାଡୀ ଝରଣା ଜଳ ଖୋଜିଲେ ବି ମିଳେନା

1    239 30

ଆମ ଭIରତବର୍ଷ

Others

ସମ୍ପ୍ରଦାୟିକତାର ନିର୍ମମ ପ୍ରହାରରେ ଯୋଡି ହୋଇଛି କେତେ କଷ୍ଟ ଆଉ କ୍ଲେଶ ।

1    111 4

ଆମ ଉତ୍କଳ ପ୍ରଦେଶ

Others

ଏଇ ମାଟି ଦେଇଛି ଆମକୁ କେତେ ବୀର ଆଉ ବରପୁତ୍ର

1    1.3K 5

ପ୍ରେମ

Others

ପ୍ରେମରେ ନଥାଏ ପାଇବାର ଆଶା ଭଲ ପାଇବାତ ପ୍ରେମିକର ନିଶା

1    2.2K 7

ପାଷାଣୀ ନାୟିକା

Others

ଚିରଦିନ ପାଇଁ ପଥର ରୁପରେ ସବୁପୁଣି ଦେଖୁଥାଏ, ଶିଳ୍ପୀ ସେଇ ନିହାଣମୁନ....

1    2.2K 6

ସଜଳ ଆଖିର-କଜଳ ଇଶାରା

Romance

ତୁମ ସ୍ଵପ୍ନର ଜ୍ୟୋସ୍ନ। ଜୁଆର ମୋ ମନେ ସପନ ଛାଇ, ଚାନ୍ଦିନୀ ରାତିର ଚନ୍ଦନ ଶୀତଳେ ...

1    5.0K 2

ଧାରା ଶ୍ରାବଣ

Others

ଝିପଝିପ ବର୍ଷାରେ ଭିଜିଭିଜି ପ୍ରେମ କରିବାର ମଜା ନିଆରା ଚିକମିକ ବିଜୁଳିର ଆଲୁଅରେ ପ୍ରେମିକ ହୁଏ ଆତ୍ମହରା

1    5.5K 7

ମହିଷାମର୍ଦ୍ଦିନୀ

Others

ଆସ ଗୋ ମା ମହାମାୟୀ ସୁଜଳା ସୁଫଳା ହୋଇଯାଏ ଧରା ତୁମ ଆଗମନ ପାଇଁ

1    6.7K 4

ପ୍ରଭୁଙ୍କ ପାଇଁ ପଦଟିଏ

Inspirational

ସବୁ ଜାଣ ବୋଲି ଜଗତ ବୋଲାଏ ତୁମକୁ ଅନ୍ତର୍ଯ୍ୟାମୀ ସବୁବେଳେ ସାହା ହୋଇଅଛ ତୁମେ ...

1    6.9K 5

ମୁଁ ଖୋଜୁଛି

Inspirational

ଆଖିରେ ମୋର ନିଦ ସାଜିବ ରାତି ଦିନ ମୋର ସ୍ଵପ୍ନ ହେବ ସକାଳୁ ନିଦରୁ ଉଠାଇ ଦେବ ସକାଳ ସୁରୁଜ ଦେଖାଇ ଦେବ

1    6.5K 14