None
ଶୂ ଶୂ
କେତେ ରଙ୍ଗ କେତେ ଭଙ୍ଗୀରେ କେତେ ଯତନରେ ଗଢିଲ ତୁମେ ମୋର ପ୍ରତିମୁର୍ତି କେତେ ରଙ୍ଗ କେତେ ଭଙ୍ଗୀରେ କେତେ ଯତନରେ ଗଢିଲ ତୁମେ ମୋର ପ୍ରତିମୁର୍ତି
ସେଥି ପାଁଇ ମୁଁ କହୁଛି ତୁମକୁ ମୋ ପାଦ ଚି଼ହେଁ ପାଦ ମିଶାଇ ଅଉ ଜମା ତୁମେ ଚାଲନା ସେଥି ପାଁଇ ମୁଁ କହୁଛି ତୁମକୁ ମୋ ପାଦ ଚି଼ହେଁ ପାଦ ମିଶାଇ ଅଉ ଜମା ତୁମେ ଚାଲନା
ଫେରାଇନିଅ ତୁମ ଦେହର ଗନ୍ଧକୁ ବକୁଳ ତମାଳ ଫୁଲ ହେନା ଚମ୍ପା ତୁମ ଗଭାର ବସକୁ | ଫେରାଇନିଅ ତୁମ ଦେହର ଗନ୍ଧକୁ ବକୁଳ ତମାଳ ଫୁଲ ହେନା ଚମ୍ପା ତୁମ ଗଭାର ବସକୁ |