Adyasha Das
Literary Colonel
21
Posts
92
Followers
9
Following
ପୁଣି ଥରେ ଟପି ଯିବାକୁ ହେବ,
ଅଗନା ଅଗନି ବନସ୍ତ କୁ ।
ଲନ୍ଘି ଯିବାକୁ ହେବ,
ସାତ ସାଗର ତେର ନଈ କୁ ।।
ଉଡି ଉଡି ଆକାଶରେ ନିଜ
ପରିଚୟ ଖୋଜିବାକୁ ହେବ ।
ଯାହା ହୋଇଛି ବିସ୍ମୃତ
ସଂସାର ଜ୍ୱାଳାରେ ।।
A Banker by profession. And I do write by my passion.. love to read books.
Share with friends