ପୁଣି ଥରେ ଟପି ଯିବାକୁ ହେବ, ଅଗନା ଅଗନି ବନସ୍ତ କୁ । ଲନ୍ଘି ଯିବାକୁ ହେବ, ସାତ ସାଗର ତେର ନଈ କୁ ।। ଉଡି ଉଡି ଆକାଶରେ ନିଜ ପରିଚୟ ଖୋଜିବାକୁ ହେବ । ଯାହା ହୋଇଛି ବିସ୍ମୃତ ସଂସାର ଜ୍ୱାଳାରେ ।। A Banker by profession. And I do write by my passion.. love to read books.
कदम कदम पर तेरे न होने के एहसास ने जिन्दा रखा एक आश जो थी के तुम मिल जाओगे फिर से किसी कच्ची-पक्की सड़क किनारे धुप सेंकते, कभी कोई एक माघ में ।