Manoja kumar Pattnayak
Literary Colonel
72
Posts
12
Followers
0
Following
କବିଟିଏ ମୁହିଁ ଭାବ ପ୍ରବଣ
ଆଖିରେ ଆଖିରେ ଛବିଟିଏ ଆଙ୍କି
କବିତା ଲେଖିବା ମୋରି କାମ
କବି ଟିଏ ମୁହିଁ ଭାବ ପ୍ରବଣ
କବିତା ଲେଖିବା ମୋରି କାମ ।।
ଭାବପ୍ରବଣର କବିଟିଏ ମୁହିଁ
ଭାବି ଭାବି ଲେଖେ କବିତା ଗଳ୍ପ
ପ୍ରେମିକ ମାନସୀ ନ ଥିଲେ ବି ମଧ୍ୟ
ଭାବି ଭାବି ଲେଖେ ବୋହୁତ ଅଳ୍ପ ।।
Share with friends