@manoja-kumar-pattnayak

Manoja kumar Pattnayak
Literary Colonel
72
Posts
1
Followers
0
Following

କବିଟିଏ ମୁହିଁ ଭାବ ପ୍ରବଣ ଆଖିରେ ଆଖିରେ ଛବିଟିଏ ଆଙ୍କି କବିତା ଲେଖିବା ମୋରି କାମ କବି ଟିଏ ମୁହିଁ ଭାବ ପ୍ରବଣ କବିତା ଲେଖିବା ମୋରି କାମ ।। ଭାବପ୍ରବଣର କବିଟିଏ ମୁହିଁ ଭାବି ଭାବି ଲେଖେ କବିତା ଗଳ୍ପ ପ୍ରେମିକ ମାନସୀ ନ ଥିଲେ ବି ମଧ୍ୟ ଭାବି ଭାବି ଲେଖେ ବୋହୁତ ଅଳ୍ପ ।।

Share with friends

ତୁମରି ଛୁଆଁ କୁ ପାଇବା ପାଇଁ ଶରୀର ରହିଛି ଚାହିଁ ତୁମରି ପ୍ରେମକୁ ପାଇବା ପାଇଁ ମର୍ତ୍ତ୍ୟକୁ ଆସିଛି ଧାଇଁ ।। manoj kumar pattnayak

ପୂରୁବ ଆକାଶେ ସୁରୁଜ ଉଇଁଲେ ତୁମ କଥା ମନେ ପଡେ ସକାଳ ଦର୍ଶନ ପାଇବାକୁ ପ୍ରଭୁ ମନେ ମନେ ଭାରି ଝୁରେ ।। ମନୋଜ କୁମାର ପଟ୍ଟନାୟକ

ଆମେ ନୁହେଁ ଗାନ୍ଧୀ ହେବୁ ନାହିଁ ବନ୍ଦୀ ଆମେ ଗୋପବନ୍ଧୁ ଆମେ ଜଳ ବିନ୍ଦୁ ମିଶି ହେବୁ ସିନ୍ଧୁ ମନୋଜ କୁମାର ପଟ୍ଟନାୟକ

ପ୍ରେମ ମୋର ଗୋରୀ Ultratec ସିମେଣ୍ଟ ମଜବୁତ୍ ପ୍ରେମର ଛାତ ତୋ ପାଇଁ ଲୋ ଗୋରୀ ଏସିଆନ୍ ପେଇଣ୍ଟ ରେ କଲର୍ କରିଛି ଛାତ ଲାଲ୍ ଚାନ୍ଦ ଜୁଏଲ୍ ରୁ ଗହଣା ଆଣିଛି ପିନ୍ଧିବୁ ବୋଲି ତୁ ଗୋରୀ Green signal ଦେଇଦେଲ ଥରେ ଆଗୁ ମୋ love story ମନୋଜ କୁମାର ପଟ୍ଟନାୟକ

ଝରିଗଲା ଫୁଲ ରହିଗଲା କଣ୍ଟା ଏ କଣ ହୋଇଚି ଲେଖା ବାଇଚଢ଼େଇର ବଷା ଭାଙ୍ଗି ଗଲା ଏ କଣ କପାଳ ରେଖା ।। manoja kumar Pattnayak

ଗଢ଼ିଚି ଯିଏ ତୋ ରୂପ ଯୌବନ ରଖିନି କେଉଁଠି କମି ତୋତେ ପାଇବାଟା ସହଜ ନୁହଁଇ ତୁ ହିରାଠାରୁ ବେଶୀ ଦାମୀ manoja kumar pattnayak

ହରି ପ୍ରେମେ ଭକ୍ତ ଭକ୍ତ ପ୍ରେମେ ହରି ପାଗଳ ପରାୟେ ବୁଲେ ରସିକ ରସିକା ଯୁବକ ଯୁବତୀ ପ୍ରେମର ଟିପନୀ ଖୋଲେ ମନୋଜ କୁମାର ପଟ୍ଟନାୟକ

ପ୍ରେମ ପୂଜାରିଣୀ ପୂଜାରୀ ପ୍ରବଳ ନାହିଁ ତାଙ୍କ ତଟ କୂଳ ଦକ୍ଷିଣା ମାୟାରେ ବାୟା ଅନେକ ରଖେ ନାହିଁ ଅଗ ମୂଳ ମନୋଜ କୁମାର ପଟ୍ଟନାୟକ

ବରଷାରେ ଭିଜିଯାଏ ସାରା ଦେହ ତେବେ ବି କମୁନି ବରଷା , ପ୍ରେମେ ଜୁଡୁବୁଡୁ ହେଲେ ସାରା ଦେହ କାହାକୁ କରିବ ଭରସା ।। ମନୋଜ କୁମାର ପଟ୍ଟନାୟକ


Feed

Library

Write

Notification
Profile