କବିଟିଏ ମୁହିଁ ଭାବ ପ୍ରବଣ ଆଖିରେ ଆଖିରେ ଛବିଟିଏ ଆଙ୍କି କବିତା ଲେଖିବା ମୋରି କାମ କବି ଟିଏ ମୁହିଁ ଭାବ ପ୍ରବଣ କବିତା ଲେଖିବା ମୋରି କାମ ।। ଭାବପ୍ରବଣର କବିଟିଏ ମୁହିଁ ଭାବି ଭାବି ଲେଖେ କବିତା ଗଳ୍ପ ପ୍ରେମିକ ମାନସୀ ନ ଥିଲେ ବି ମଧ୍ୟ ଭାବି ଭାବି ଲେଖେ ବୋହୁତ ଅଳ୍ପ ।।