ସମସ୍ତେ ନିଜର, ସମସ୍ତେ ପର.....
ସମସ୍ତେ ନିଜର, ସମସ୍ତେ ପର.....
ଜନମ ଯାହାର,ମୃତ୍ୟୁବି ତାହାର
କେହି ଯାଆନ୍ତିନି ସାଥିରେ,
କାନ୍ଦନ୍ତି ବାହୁନି କହି ଆପଣାର ଆଣି ଅନ୍ୟର,କରୁଛ ନିଜର
ଫୋଟକୁ ସଜାନ୍ତି ଫୁଲରେ.. କେତେଦିନ ରଖିବ ପାଖରେ,
କାହାକୁ ମୋର,କାହାକୁ ନିଜର ସମସ୍ତେ ସନ୍ତାନ ଏଇ ପୃଥିବୀର
କହି ସମୟ ଯାଏ ବିତିରେ, ସମାନ ଦୃଷ୍ଟିରେ ଦେଖରେ.
ଇଛା ହୁଏ ଯଦି ହବାକୁ ଅମର
କିଛି ପର ପାଇଁ କରି ଥାଆରେ.. ଗଛବି ଫୁଲର,ଫୁଲବି ଗଛର
ବନ୍ଧନ ଏମିତି,ସଜାଏ ଯେମିତି କେହି କାହାଠୁ ଅଲଗା ନୁହଁରେ,
ଜାଲରେ ମାଛ ଥାଏ ପାଣିରେ, ଗୋଟିଏ ମାଲିକ ସାରା ଜଗତର
ଖୋଜୁଥାଉ ଯଦି ସତରେ ମୁକତି କେହି ନୁହେଁ ପର ତା'ସୃଷ୍ଟିରେ.. .......0
ସମସ୍ତ'ଙ୍କୁ ବାନ୍ଧେ ପ୍ରେମରେ..
ମିଳେନି ଶାନ୍ତି,ପାହେନି ରାତି
ଚିନ୍ତା ପଶିଗଲେ ମନରେ, Arabinda Mishra
ଜାଣି ପାରିବୁନି ଯିବ ସମୟ ବିତି nimapara,puri
ନିଜକୁ ଛାଡି ନିଜର ନାହିଁ କେହିରେ..