STORYMIRROR

Arabinda Mishra

Others

3  

Arabinda Mishra

Others

ସମସ୍ତେ ନିଜର, ସମସ୍ତେ ପର.....

ସମସ୍ତେ ନିଜର, ସମସ୍ତେ ପର.....

1 min
28.6K


ଜନମ ଯାହାର,ମୃତ୍ୟୁବି ତାହାର                  
                କେହି ଯାଆନ୍ତିନି ସାଥିରେ,                 
କାନ୍ଦନ୍ତି ବାହୁନି କହି ଆପଣାର              ଆଣି ଅନ୍ୟର,କରୁଛ ନିଜର
               ଫୋଟକୁ ସଜାନ୍ତି ଫୁଲରେ..           କେତେଦିନ ରଖିବ ପାଖରେ,
କାହାକୁ ମୋର,କାହାକୁ ନିଜର               ସମସ୍ତେ ସନ୍ତାନ ଏଇ ପୃଥିବୀର
               କହି ସମୟ ଯାଏ ବିତିରେ,               ସମାନ ଦୃଷ୍ଟିରେ ଦେଖରେ.
ଇଛା ହୁଏ ଯଦି ହବାକୁ ଅମର                 
            କିଛି ପର ପାଇଁ କରି ଥାଆରେ..  ଗଛବି ଫୁଲର,ଫୁଲବି ଗଛର
ବନ୍ଧନ ଏମିତି,ସଜାଏ ଯେମିତି                        କେହି କାହାଠୁ ଅଲଗା ନୁହଁରେ,
              ଜାଲରେ ମାଛ ଥାଏ ପାଣିରେ,   ଗୋଟିଏ ମାଲିକ ସାରା ଜଗତର
ଖୋଜୁଥାଉ ଯଦି ସତରେ ମୁକତି                     କେହି ନୁହେଁ ପର ତା'ସୃଷ୍ଟିରେ.. .......0
                  ସମସ୍ତ'ଙ୍କୁ ବାନ୍ଧେ ପ୍ରେମରେ..
ମିଳେନି ଶାନ୍ତି,ପାହେନି ରାତି
                   ଚିନ୍ତା ପଶିଗଲେ ମନରେ,                Arabinda Mishra

ଜାଣି ପାରିବୁନି ଯିବ ସମୟ ବିତି                           nimapara,puri
           ନିଜକୁ ଛାଡି ନିଜର ନାହିଁ କେହିରେ..


Rate this content
Log in