ଅଭିମାନ
ଅଭିମାନ
1 min
1.5K
ଛୋଟିଆ ମନର ଅବ୍ୟକ୍ତ ଭାଵନା
ତୁମ କଥା ମନେ ପଡିଗଲେ ନା-
କେତେବେଳେ ହସ ଆସେ,
କେତେବେଳେ ଲୁହ ଆସି ଗାଲେ ମିଶେ।
ମୋ' ଉପରେ ତୁମେ ଅଭିମାନ କରିଛ ସିନା;
ଅଥଚ , ମୋତେ ପରା ତୁମ ଉପରେ
ଅଭିମାନ କରିବାକୁ ମନା ।
* * *