Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

4.5  

Susil Pani

Others

ଧର୍ମ ଓ କର୍ମ

ଧର୍ମ ଓ କର୍ମ

1 min
419



କରୁଣା ନକଲେ କୃପାର ଠାକୁର ।

ଭରଣା ହେବ କି ଏ ଜୀବନ ।।

ଧନ ଜନ ସବୁ ଥିଲେ ମୋର ପାସେ ।

ତୁମ ଉପଲଦ୍ଧି ନହେଲେ ଏ ତୁଛ ଜୀବନ ।।

ମାୟା ମରିଚିକା ପଛେ ଧାଈଁ ଧାଈଁ ।

ସମୟଟି ଜାଏ ସରି ।।

ଦୃଲଭ ମଣିଷ ଜୀବନର ମୂଲ୍ୟ ।

ଏ ସାଧରଣ ମଣିଷ ବୁଝିପାରୁନାହିଁ ।।

ଖାଦ୍ୟର ଲାଳସା ଉପଭୋଗ୍ୟ ସାମଗ୍ରୀ ।

ଦିନୁ ଦିନ ମାୟାରେ ଯେ ପକାଈଲା ।।

ଧର୍ମ କଥା ନଭାବି କର୍ମ କରି ସିଏ ।

ଜୀବନଟା ବିତି ଗଲା ।।

ଶେଷ ସମୟରେ ଯେବେ ସିଏ ଭାବେ ।

ମାନବ ଜୀବନର କଣ ଅଟେ ଧର୍ମ ।।

ଧର୍ମର ମରର୍ମ ବୁଝିବା ପାଈଁକି ।

ନଅଁଣ୍ଟିଲା ତାକୁ ଦିନ ।।

କର୍ମର ସଙ୍ଗେ ଧର୍ମ ବି କଲେ ।

ମନେ ଆସଈ ସଂଙ୍କୋଚ ।।

ସମୟର ତାଳେ ଚାଲୁଥିଲେ ଦୁହେଁ ।

ନ ଆସିବ ମନେ ବୃର୍ଥା ହେଲା ମୋ ଜୀବନ ।।



Rate this content
Log in