Audio

Forum

Read

Contests

Language


Write

Sign in
Wohoo!,
Dear user,
ଅବଦାନ
ଅବଦାନ
★★★★★

© Deba Prasad Panda

Others

1 Minutes   13.4K    1


Content Ranking

ଅବଦାନ 

 

ସ୍ଵୟଂଚାଳିତ ଏ ଦୁନିଆ ବୁକୁରେ 

କିଏ ତୁମର ନିଜର !

ଯାହାକୁ ଭାବୁଛ ନିଜର ବୋଲିକି

ଥିଲେ ସିଏ ଦିନେ ପର!! 

ଜନ୍ମ ମୃତ୍ୟୁ ଏକ ଗୋପନ ରହସ୍ୟ 

ସୃଷ୍ଟିର ଏ ଚମତ୍କାର !! 

ଆସୁଛ ଲଙ୍ଗଳା ଯାଉଛ ଫୁଙ୍ଗୁଳା 

ଅଳପ ଅବଧି ଧାର ! 

ସର୍ବଦା ଏ ଜୀବ  ହୁଏ ପରାଭବ 

କରି ସବୁ ମୋର ମୋର ! 

ସୀମିତ ରହଣି କାଳବେଳ ଜାଣି 

ରହୁ ଅବା ଟିକେ ଡର !! 

ଛଡାଅନା ତିଳେ କେବେ କାହାଠାରୁ  

ବଞ୍ଚିବାର ଅଧିକାର !    

ପ୍ରତ୍ୟେକଙ୍କ କିଛି ଅବଦାନ ରଖି   

ଜୀବନ ଯାତ୍ରାକୁ ସାର !! 

କର୍ମମୟ ଏଇ ଜୀବନ ଭିତରେ

ଏମିତି କିଛିଟା କର,

ଅବଦାନ

Rate the content


Originality
Flow
Language
Cover design

Comments

Post


Some text some message..