Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manju Rath

Others

2  

Manju Rath

Others

ନବରାତ୍ରୀ

ନବରାତ୍ରୀ

1 min
102


ନବ ଯୌବନା 

ସୁନ୍ଦରତାର ଉପମା 

ଲାଗଇ ବଡ ମନୋରମା 

ସେ ଯେ ତିଳୋତ୍ତମା 

ନବରାତ୍ରୀର ପୂଜା ଅର୍ଚ୍ଚନା 

ନଡିଆ କଦଳୀ ଭୋଗ ରାଗ ଧୂପ ଝୁଣା 

ସବୁ ତୁମ ଚରଣେ ଅର୍ପଣ

ମା ମୋ ଦୋଷ ନ ଦେଖି ମୋତେ 

କରିଦିଅ କ୍ଷମା 

ତୁମେ ମୋ ମାତା 

ମୁଁ ତୁମ ଦୁହିତା 

ତୁମ ଭକ୍ତି ରେ ମୁଁ ସମର୍ପିତା ।



Rate this content
Log in