ଧୀରସିଂହ ସୁଲୋଚନା ନିରୁପମ ମୀନ ଶ୍ରାବଣର ବନ୍ୟାରେ ପ୍ଳାବିତ ସ୍ରୋତସ୍ଵିନୀ ଆଡ଼କୁ ଦୁଇଗୋଟି ପାଦ ଓ ଗୋଟିଏ ଯଷ୍ଟିର ଚିହ୍ନ ଆଗେଇ ଯାଇଥିବା କଥା ପରଦିନ ସକାଳେ ଲୋକେ କୁହାକୁହି ହେଲେ | "ରାଜକୁମାରୀଙ୍କ ଜୀବନଟାକୁ ଡାଆଣୀ ବୁଢ଼ୀ ନେଇ ଚାଲି ଯାଇଛି ଲୋ ନଈ ଆଡ଼େ |" ମାଆ କୋଳରେ ପୁଅ ଶୋଇଯାଏ |

Oriya ପରଦିନ Stories