STORYMIRROR

Prabhat kumar Sahu

Others

2  

Prabhat kumar Sahu

Others

ସେହି ସାଙ୍ଗଟି

ସେହି ସାଙ୍ଗଟି

1 min
203

ତାକୁ ମୁଁ ଭୁଲିବି କେମିତି, ଯାହା ସହ ସାଙ୍ଗ ନ ହେବାକୁ ବୋଉ ରାଣ ପକେଇଥିଲା । ବାପା ତ ଧମକ ଦେଇସାରିଥିଲେ ଆଉ ଦିନେ ତା ସହ ମିଶିଲେ ଗୋଡ଼ ହାତ ଭାଙ୍ଗିଦେବି ବୋଲି। ହେଲେ କିଏ ଜାଣିପାରିଲେନି କି ମୁଁ କାହାକୁ ଜଣେଇପାରିଲିନି ସେଦିନ ମୁଁ କରିଥିବା ଦୃଷ୍ଟାମୀକୁ ସେ ତା ନାଁ ରେ ନେଇଗଲା ମୋତେ ସୁନାପିଲା କରିଦେଇ ସେ ସମସ୍ତଙ୍କ ନଜରରେ ସେଦିନୁ ଦୃଷ୍ଟ ହେଇଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍