STORYMIRROR

Bhagabat Sahoo

Others

3  

Bhagabat Sahoo

Others

ସାହିତ୍ୟିକ କଣ ?

ସାହିତ୍ୟିକ କଣ ?

1 min
30


ଗଛ ମୂଳେ ରହୁଥିବା ଲୋକକୁ ଯଦି ଆମେ ପଚାରିବା,

ଘରକଣ, ଘର କାହିଁକି କରାଯାଏ, ଘର ଟିଏ ତିଆରି କରିବା ପାଇଁ ଉପକରଣ କଣ ଲାଗିବ, ଆଉ ଘର ବାବଦରେ କେତେ ଟଙ୍କା ଖର୍ଚ୍ଚ ହେବ , ତାହାଲେ ସେ ଲୋକଟା କି ଉତ୍ତର ଦବ?

ଜଣେ ମୂଳରୁ ଏକା ହୋଇ ଚଳି ଆସୁଥିବା ମଣିଷ କୁ ଯଦି ପଚରା ଯାଏ, ସମାଜ କାହାକୁ କହନ୍ତି, ସେ ଆପଣଙ୍କୁ କଣ କହି ଖୁସି କରିବ? ଜଣେ ନାସ୍ତିକ କୁ ଯଦି ପଚରା ଯାଏ ଦେବତା କଣ, ସଂସ୍କୃତି କଣ? ସେ ଆପଣ ଙ୍କ ପ୍ରଶ୍ନ ର କି ଉତ୍ତର ଫେରେଇବ?

ଗୋଟାଏ ମାଈ ମାଙ୍କଡ଼କୁ ଯଦି ମୁକ୍ତା ର ହାର ପିନ୍ଧା ଯାଏ, ସିଏ ସେ ମୁକ୍ତା ହାର ର, ତାତ୍ପର୍ଯ୍ୟ କଣ ଜାଣିବ?

ଯେମିତି କଥାରେ ଅଛି ଶିଆଳ ଅଙ୍ଗୁରୁ କୋଳି ଖାଇ ନପାରି ତାର ସ୍ୱାଦ ଯେମିତି ଖଟା ବୋଲି କହିଥିଲା, ଠିକ ସେମିତି ଯିଏ ଯେତେ ପାଠ ପଢି ଥାଉ ସିଏ ଯଦି ସାହିତ୍ୟ କୁ ବୁଝି ନଥାଏ, ତାହାଲେ ସେହି ମହାଶୟ ମାନଙ୍କର ଯୁକ୍ତି, ସାହିତ୍ୟ କଣ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍