STORYMIRROR

Narmada Sahu

Others

2  

Narmada Sahu

Others

ରାଣୀ

ରାଣୀ

1 min
3.7K


ତତେ କ'ଣ କହିବି?

କେମିତି କହିବି?

ପୁଣି କାଇକି କହିବି?କହତ....

ଆସିଲୁ... ମନକୁ ଏମିତି ଆବୋରି ବସିଲୁ ଯେ...ମୁ ହଜିଗଲି।ହରେଇଦେଲି କଷ୍ଟ/ଦୁଖ/ନିରାଶ/ଅପମାନ/ଅବହେଳା......

ତୁ ଜାଣିଛୁ, ମୁ ଜମା ବି ପନିର୍ ଖାଏନି।ହେଲେ ତୋ ହାତ ଆଉ କଥାରେ କି ଯାଦୁ ଥିଲା କେଜାଣି,ତୁ ବଳେଇ ବଳେଇ ଖୋଇଦେଲୁ ମୋତେ ଏତେ ଗୁଡେ ପନିର୍...ମୁ ଖାଇଦେଲି।ଏବେ ବି ଝୁରୁଛି ସେ ସ୍ବାଦ।କି ଆତ୍ମୀଯତା ତୋ କଥାରେ...।ଚକୋଲେଟ୍ ଆଚାର ତା ସାଙ୍ଗରେ ଗୋଟେ ପିଆଜ ମୋ ପାଇ ପ୍ଯାକ୍ କରିଥିଲୁ।ପିଆଜ ଦେଲେ କାଳେ ସମ୍ପର୍କ ମଧୁର ଓ ଦୀର୍ଘଜିବୀ ହୁଏ।ଚୁଡି ଦେଇପାରିଲୁନି ବୋଲି କି ଦୁଖ ତୋର...ତୋତେ ମୁ କିଛି ଦେଇପାରିନିରେ।

ହେଲେ ତୋ ସହ ଅଛି ମୁ..

ମୁ ଥିବା ଯାଏ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Narmada Sahu