ମୋ ଆଇମାଆ
ମୋ ଆଇମାଆ
1 min
106
ଗୋଟିଏ ଗ୍ରାମରେ ଜଣେ କୃଷକ ତା ପରିବାର ସହିତ ରହୁଥିଲା।କୃଷକର ସ୍ତ୍ରୀ ଘରେ ରହି ରୋଷେଇ କରେ ଓ କୃଷକ କ୍ଷେତ୍ରକୁ ଯାଏ। କୃଷକର ୨ଟି ଥିଲେ ଓ ସେମାନେ ପ୍ରତି ଦିନ ସ୍କୁଲ ଯାଆନ୍ତି। ସ୍କୁଲରୁ ଆସିଲା ପରେ ଆଇମା ଠାରୁ ଗପ ଶୁଣନ୍ତି।ଆଇମାଆ ସବୁବେଳେ କିଛି ନା କିଛି ଗପ ଶୁଣାଇଥାଆନ୍ତି।ସେହି ଗପରୁ ଯାହା ଶିଖନ୍ତି,ତାହା ଜୀବନରେ ଆଚରଣ କରନ୍ତି।
ସେଥିପାଇଁ କୁହାଯାଏ ପିିିଲାମାନେେ ଯେଉଁ ପରିବେଶରେ ରହିବେ ସେହି କଥା ଶିଖେ।
