STORYMIRROR

D. Prem prsahd reddy

Children Stories

2  

D. Prem prsahd reddy

Children Stories

ମିଛୁରା ମେଣ୍ଡା

ମିଛୁରା ମେଣ୍ଡା

1 min
112

ଗୋଟିଏ ଗ୍ରାମରେ ରଘୁ ବୋଲି ଗୋଟିଏ ଯୁବକ ଥିଲା ତାହାର ଦୁଇଟି ପୁଅ ଥିଲେ । ଗୋଟିଏ ପୁଅ ନାମ ରାମୁ ତା ସାନ ପୁଅ ନାମ ସ୍ୟମ ଥିଲା । ଗୋଟେ ଦିନ ରଘୁ ତା ଘରକୁ ମେଣ୍ଡା ଆଣିଲା । ସେ ମଣ୍ଡା ମଣିଷ ପରି କଥାହୋଇ ପାରୁଥିଲା । ରଘୁର ବଡ ପୁଅ ରାମୁ ସେହି ମେଣ୍ଡାକୁ ଚରେଇ ନେଲା । ସେ ମେଣ୍ଡା ପେଟ ପୁରୀ ଘାସ ଓ ପାଖରେ ଥିବା ପୋଖରୀରେ ପାଣି ପିଇଲା ପରେ ଘରକୁ ଫେରିଗଲାପରେ ରଘୁ ମେଣ୍ଡା କୁ ପଚାରିଲା ତୁ କଣ ଖାଈଲୁ ମେଣ୍ଡା କହିଲା ମୁଁ କିଛି ଖାଇନି କି କିଛି ପିଈନି ଶୁଣି ରଘୁ ତା ବଡ଼ ପୁଅ ରାମୁକୁ ଘରୁ ବିଧା କରିଦେଲାଦ ।


ତା ପର ଦିନ ତା ସାନ ପୁଅ ସ୍ୟାମକୁ ସେହି ମେଣ୍ଡା କୁ ଚରାଇ ନେବାପାଇଁ ତା ବାପା କହିଲା । ସେହିଦିନବି ମେଣ୍ଡା ପେଟ ଖାଇଲା ଓ ପିଇଲା । ତାପରେ ସ୍ୟମ ଓ ମେଣ୍ଡା ଘରକୁ ଫେରିଲେ । ତା ପରେ ରଘୁ ମେଣ୍ଡାକୁ ପଚରିଲା ତୁ କଣ ଖାଈଲୁ ମେଣ୍ଡା କହିଲା ମୁଁ କିଛି ଖାଈନି କି ପିଈନି । ଶୁଣି ରଘୁ ତା ସାନ ପୁଅକୁବି ଘରୁ ବିଧାକରିଦେଲା । ତାପର ଦିନ ରଘୁ ମେଣ୍ଡାକୁ ଚରାଇନେଲା ସେ ମେଣ୍ଡା ପେଟ ପୁରି ଖାଇଲା । ମେଣ୍ଡା ଘରକୁ ଫେରିବା ପରେ ରଘୁ କହିଲା ତୁ କଣ ଖାଇଲୁ ମେଣ୍ଡା କହିଲା ମୁଁ କିଛି ଖାଇନି । ଶୁଣି ରଘୁ ସେ ମେଣ୍ଡାକୁ ବାଡ଼ିରେ ବାଡେଇ ବାଡେଇ ମାରିଦେଲା ଓ ତା ଦୁଇ ପୁଅକୁ ଘରକୁ ଆଣିଦେଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍