STORYMIRROR

D. Prem prsahd reddy

Children Stories

2  

D. Prem prsahd reddy

Children Stories

ମିଛୁଆ ମେଣ୍ଡା

ମିଛୁଆ ମେଣ୍ଡା

1 min
235

ଗୋଟିଏ ଗାଁରେ ରଘୁ ନାମକ ଯୁବକ ଥିଲା ତାଆର ଦୁଇଟି ପୁଅ ଥିଲେ ଜଣେ ଜଗନ୍ନାଥ ଆଉ ଜଣଙ୍କ ନାମ ଶ୍ୟାମ।ଜଗନ୍ନାଥ ବଡ଼ ଓ ଶ୍ୟାମ ସାନ ।ରଘୁ ତା ଘରକୁ ମେଣ୍ଡା ଆଣିଲା।ସେ ମେଣ୍ଡା ମଣିଷ ଭଳି କଥା ହେଉପାରୁଥିଲା।ଜଗନ୍ନାଥ ସେ ମେଣ୍ଡା କୁ ଚରାଇନେଲା ସେ ମେଣ୍ଡା ପେଟ ପୁରି ଖାଇଲା।ମେଣ୍ଡା ଓ ଜଗନ୍ନାଥ ଘରକୁ ଫେରିବା ପରେରଘୁ କହିଲା ତୁ କଣ ଖାଇଲୁ ମେଣ୍ଡା କହିଲା ମୁଁ କିଛି ଖାଇନି।ଶୁଣି ଜଗନ୍ନାଥକୁ ଘରୁ ବିଧା କରିଦେଲା।ତା ପର ଦିନ ସ୍ୟାମ ମେଣ୍ଡାକୁ

ଚରାଇନେଲା। ମେଣ୍ଡା ପେଟ ପୁରି ଖାଇଲା।ମେଣ୍ଡା ଓ ସ୍ୟାମ ଘରକୁ ଫେରିବା ପରେ ରଘୁ କହିଲା ତୁ କଣ ଖାଇଲୁ ମେଣ୍ଡା କହିଲା ମୁଁ କିଛି ଖାଇନି।ଶୁଣି ରଘୁ ସ୍ୟାମ କୁ ଘରୁ ବିଧା କରିଲା ।ତା ପର ଦିନ ରଘୁ ମେଣ୍ଡା କୁ ଚରାଇନେଲା।ମେଣ୍ଡା ପେଟ ପୁରି ଖାଇଲା।ରଘୁ କହିଲା ତୁ କଣ ଖାଇଲୁ ମେଣ୍ଡା କହିଲା ମୁଁ କିଛି ଖାଇନି।ଶୁଣି ରଘୁ ମେଣ୍ଡାକୁ ବାଡ଼େଇ ବାଡ଼େଇ ମାରିଦେଲା ଓ ତା ପୁଅ ଦୁଇକୁ ଆଣିଦେଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍