ଡାଇରେକଟ୍ ବସ୍
ଡାଇରେକଟ୍ ବସ୍

1 min

2.1K
ଚେନ୍ନାଇରୁ ଆସି ବ୍ରହ୍ମପୁରରେ ପହଞ୍ଚୁ ପହଞ୍ଚୁ ଟେନସନ ଆରମ୍ଭ ହେଇଗଲା, ଆଗକୁ କ’ଣ ହେଉଛି ଦେଖ... ମୋ ସାର୍ଟିଫିକେଟ୍ ଥିବା ବ୍ୟାଗ୍ଟି ପୋଲସରାର ଗୋଟେ ଝିଅର ବ୍ୟାଗ୍ ଦେଖିବାକୁ ଏକା ପରି! ବ୍ୟାଗ୍ ବଦଳ ହେଇଗଲା । ବହୁତ ଚେଷ୍ଟା କରି ପାଇଗଲି । ତାପରେ ବାଲାଜୀ ବସରେ ବସିଲି । ସଙ୍ଗେ ସଙ୍ଗେ ମୋର ବଡ ଭାଇ ଫୋନ୍ କଲେ କହିଲେ l ଆରେ.... ବସରେ ଆସେନି ନାନୀ ବ୍ରହ୍ମପୁରରୁ ଘରକୁ ଆସିବ ବଇକ୍ରେ ତୁ ତାକୁ ନେଇକି ଆସିଯା । ବାସ୍ ବସ୍ ରୁ ଓଲେଇ ଗଲି...... ତାପରେ ଫୋନ କଲେ ଆର ସେ ଆସିବନି ତା ବଡ଼ ପୁଅର ଏକ୍ସଜାମ୍ କାଲି ଅଛି ତୁ ପଳେଇଆସ । ଡାଇରେକ୍ଟ ବସ୍ ଛାଡି ମୁଁ କ୍ୟାଣ୍ଟରକୁ ଜଗିଛି ।