ଚଢେଇ ,ପିମ୍ପୁଡ଼ି ଓ ଶିକାରୀ ଗପ।
ଚଢେଇ ,ପିମ୍ପୁଡ଼ି ଓ ଶିକାରୀ ଗପ।
1 min
54
ଗୋଟିଏ ଗଛରେ ଗୋଟିଏ ଚଢେଇ ଟିଏ ବସି ଥିଲା ।ଗୋଟିଏ ଶିକାରୀ ଗଛ ତଳେ ବସି ବିଶ୍ରାମ ନେଉଥିଲା।ସେତେବେଳେ ତା' ଦୁଷଟି ଚଡେଇ ଉପରେ ପଡିଲା । ଶିକାରୀ ଚଢ଼େଇ କୁ ଶିକାର କରିବ ବୋଲି ଭାବିଲା।ଶିକାରୀ ଚଢେଇ କୁ ଶିକାର କରିବା ପାଇଁ ବନ୍ଧୁକ ଉଠାଇବା ର ପିମ୍ପୁଡି ଦେଖିଲା ଶୀଘ୍ର ଯାଇ ଶିକାରି ଗୋଡ କୁ କାମୁଡି ଦେଇ ଶିକାରୀ ଦୁଷଟି ହଟି ମହୁ ମାଛି ଘରକୁ ବାଜି ଗଲା ଓ ମହୁମାଛି ଶିକାରୀ ଘୋଡେଇ ବାରୁ ଶିକାରୀ ଧାଇଁ ପଳାଇଲା। ତା ପରେ ଚଢେଇ ପିମ୍ପୁଡି କୁ ଧନ୳ବାଦ କହି ଉଡି ଗଲା।କିଛିଦିନ ପରେ ପିମ୍ପୁଡି ପୋଖରୀ କୂଳ ଦେଇ ଯାଉଥିବା ବେଳେ ପିମ୍ପୁଡି ର ଦୁଷଟି ମାନି ପୋଖରୀ ରେ ପଡିଯିବାର ସେହି ଚଢେଇ ଦେଖି ଗୋଟିଏ ପତ୍ର ପୋଖରୀ ରେ ପକାଇଲା।ତା'ପରେ ପିମ୍ପୁଡି ଭାସି ଭାସି ପୋଖରୀ କୂଳ କୁ ଅସିଗଲା ଓ ଚେଢଇ କୁ ଧନ୳ବାଦ କହି ଚାଲିଗଲା।
