ଚଢ଼େଇ ପିମ୍ପୁଡି ଓ ଶିକାରୀ ଗପ
ଚଢ଼େଇ ପିମ୍ପୁଡି ଓ ଶିକାରୀ ଗପ
ଗୋଟିଏ ଗଛରେ ଗୋଟିଏ ଚଢ଼େଇ ବସିଥିଲା।ସେହି ଗଛ ତଳେ ଗୋଟିଏ ଶିକାରୀ ବିଶ୍ରାମ ନେଉଥିଲା।ଶିକାରୀର ଦୃଷ୍ଟି ଗଛ ଉପର ଥିବା ଚଢ଼େଇ ଉପରେ ପଡ଼ିଲା। ଶିକାରୀଟି ଚଢ଼େଇକୁ ଶିକାର କରିବ ବୋଲି ଭାବିଲା । ଶିକାରୀ ଚଢ଼େଇକୁ ଶିକାର କରିବା ପାଇଁ ଧନୁଶର କାଢ଼ିବାର ପିମ୍ପୁଡ଼ି ଦେଖିଲା ଓ ଶୀଘ୍ର ଯାଇ ଶିକାରୀ ଗୋଡ଼କୁ କାମୁଡ଼ି ଦେଲା। ଶିକାରୀର ତୀରଟି ଭୁଲରେ ମହୁମାଛି ଫେଣାରେ ବାଜିଗଲା ଓ ମହୁମାଛି ଗୋଡ଼ାଇ ବାରୁ ସେ ଧାଇଁ ପଳାଇଲା। ଚଢ଼େଇ ଗଛରୁ ତଳକୁ ଆସି ପିମ୍ପୁଡ଼ିକୁ ଧନ୳ବାଦ କହି ଉଡିଗଲା।କିଛିଦିନ ପରମ ପିମ୍ପୁଡ଼ି ପୋଖରୀ କୂଳ ଦେଇ ଯାଉଥିବା ବେଳରେ ଦୁଷ୍ଟି ହଟି ପୋଖରୀରେ ପଡ଼ି ଯିବାର ସେହି ଚଢ଼େଇ ଦେଖିଲା ଓ ଗୋଟିଏ ଶୁଖିଲା ପତ୍ର ଆଣି ପୋଖରୀରେ ପକାଇଲା। ପିମ୍ପୁଡ଼ି ପତ୍ର ଉପରେ ଚଢ଼ି କୂଳକୁ ଆସିଲା । ଚଢ଼େଇକୁ ଧନ୳ବାଦ କହି ଚାଲିଗଲା। ଏଥିରୁ ଏହା ଜାଣିବାକୁ ମିଳିଲା ଯେ ପରର ଉପକାର କଲେ ସେମାନେ ମଧ୍ୟ ଆମର ଉପକାର କରିବେ ।
