STORYMIRROR

Smruti Ranjan Tripathy

Others

2  

Smruti Ranjan Tripathy

Others

ଅଵଲୋକରା ( ଏକ ଆତ୍ମାହୁତି )..

ଅଵଲୋକରା ( ଏକ ଆତ୍ମାହୁତି )..

2 mins
15.4K


.."ଅଵଲୋକରା" ( ଏକ ଆତ୍ମାହୁତି )..

ଆଜ଼ି ବି ବନା ଆଖିରେ ଲୁହ. ସତେ ଯେମିତି କେହି ବରଷି ଦେଇଛି ତା ବିରହ କୋହ

ଇସସ ...ଏ'କଣ.. କିଏ ଜଣେ ମଶାଣି ପାଖରେ କହୁଛି ..ରୁହ ରୁହ ରୁହ..---ମାନେ ---

ଓଃ ସତେ କି ମୋ ସ୍ବପ୍ନ ଭାଙ୍ଗିଗଲା ..କିନ୍ତୁ ଏଯାଏଁ ଶବ କୋକେଇରେ......ହାହା ହା ...

ଏତେ ବାହାସ୍ପୋଟ କଣ ପାଇଁ ଯେ..ମୁଁ ପରା ଆସିନି ଏଯାଏଁ " ଅବୋଲକରା" ..

ଶୀଘ୍ର ଲେଉଟାଓ...ଓଃ... ଆଉଥରେ ଶୀଘ୍ର ଲେଉଟାଓ ଶବ'କୁ... ସମୟ ବହୁତ କମ ଯେ...

ପ୍ରେତ କ୍ରିୟା ପରା ଧରିଲେଣି .. ତା ଘରକୁ ଖବର ଦେଲ?.. କେହି ନାହାନ୍ତି ..ଆରେ ..

ଓଃ ..ଆରେ ତା' ପୁଅ ନାହିଁ କି? ବନା ଭାଇର ..ଆମେ ସିନା ସେଇ ଟ୍ରଲିବାଲାକୁ ଜାଣିଛୁ..ସେ ଜୁଇ ଦେଇଦେବ ..ଆରେ ସେ କହିଥିଲା ..ଓଃ ସେ କଣ ବନା ଭାଇ..ଓଃ ସେ ପରା ଅବୋଲକରା .

ସେ ପରା ଆମ ଖନା..ଅଵଲୋକରା ..ତାକୁ ତଂଟି ତକ ଶୋଷିବାରେ ... ପାଣି ମୁଂଦେ ମିଳିବନି ...

ହେ.. ବଡ ବାବୁ କହିଲେଣି...ଟିକେ ଗଙ୍ଗା ଜଳ ଦେଇଦେ ....

..ହଇରେ ଅଵଲୋକରା ..ତୁ ଆଜ଼ି ହିଁ ମରିବାର ଥିଲା------------

ହଁ ଗୋଟେ ଅବୋଲକରା ଥିଲା ,ରେଳବାଇ ବଡ ବାବୁଙ୍କ ଘରେ ଆଜ଼ିକି ସାଢେ ପଚିଶି ବରଷ, ବାରଶହ ଟଙ୍କାରେ ଖଟୁଥିଲା

ତା' ଘର କୁଆଡେ କେହି ଜାଣନ୍ତେନି, କୋଉଠୁ ଆସିଛ ପଚାରିଲେ କହେ ମୁ ପରା ତୁମ ଆଜ୍ଞାଙ୍କର ..

ସତେ ଯେମିତି ଏହି କ୍ରୀତଦାଷ ପ୍ରଥା'କୁ ତାର ସମ୍ପୃକ୍ତି ଆଉ ଅଭିଜ୍ଞାତା'ରେ ଅଟକେଇ ଦେଉଥିଲା....

ଆଜ଼ି ନିୟମ ହେଲା..ଡେଙ୍ଗୁରା ପିଟା ହେଲା..ବଡ ବାବୁଙ୍କ ଘରେ ଯିଏ ଆସିଛି ସବୁ ଯାଇଁ ଯେ ଯାହା କର୍ମରେ ଲାଗୁ ହେବେ

କିନ୍ତୁ ବନା ଭାଇ ଆମ "ଅଵଲୋକରା"..ସେ କୁଆଡେ ଯିବ..ଭାରି ମଥା ପିଟିଲା ... ନା ' ପଚାରିଲେ କହୁଛି "'ଅଵଲୋକରା" ..

ଆରେ ଏ କିଏ???.. ଧନିଆ ଆରେ ଦେଖିଲୁ ..ତୋ ପୁଅ ଯୋଉ ଏ'ସନ ହାଇଫାଇ ପାଠ ପଢିଲା..ବେଶୀ ପଢିକି କୁଆଡେ ହାକିମ ହେଲା

ଆରେ ଏଇ ସିଏ ନୁହଁ ତ...ଆମ ବନ ଭାଇ ପୁଅ ନୁହଁ ତ ??? ...କୁଆଡେ ଗଲା ସିଏ.. ଆରେ ଟିକିଏ ଯୁଇର ହାତ ଦେଇ ଦେ ..

ବା .......ବା .......ବା .......

ଏଇ ସେଇ ନୁହଁ ତ ??/ବୋଉଲୋ ସେ ପରା ଆମ ଭାଇ ଅଵଲୋକରା ..ମାନେ ଅଣ୍ଡିରା ଲୋକ ଟି...ହଁ ପରା ?

ଆରମ୍ଭ ହେଇଗଲା କି ଚାବୁକ ମାଡ଼ ..ଏ ସହରୀ ଭାଇ ଟିକେ ଦେଖିଲ.....ମୁ କି ଭୁଲ କରିଛି...

ଆଜ଼ି ଅଵଲୋକରା କହୁଛି ଶୁଣ !!! ସମସ୍ତେ ଶୋଇଗଲା ପରେ ଅଵଲୋକରା ହିଁ ତୁମ ସ୍ବପ୍ନ କୁ ଜଗିଛି

ମୋର କଣ କିଛି ସ୍ବପ୍ନ ଦେଖିବାର ଅଧିକାର ନାହିଁ କି??ହେ ବାବୁ କୁହ ତ??

ଗୋଟେ କଥା କହିବି ମୁ , ମୋ' ଭଉଣୀ ମୋ ମା' ସମସ୍ତେ ଆଜ଼ି ବିସ୍ଥାପିତ ହେଇଗଲୁ ବୋଲି ଜାଣ...ବୁଝିପାରିଲ ତ..

ଆଉ ଆମ ପାଖେ କିଛି ନାହିଁ ..ଓଃ ..ଏତିକି ମାତ୍ର ଜାଣିଲି ମୁ କୁଆଡେ ଜଣା ଶୁଣା....

ମୋ ମହାନୁଭବତାର ଏତେ ତଳେ ଆପଣ ମାନେ..ଓଃ..

ହଁ ପ୍ରତିଶୃତି ଅନୁସାରେ ....ପ୍ରତିଦାନରେ ଆମର କାଣିଚାଏ ଟଙ୍କା ଲୋଡ଼ା ନାଇଁ ...

ମୁକୁଳେଇଦିଅ.....ମୋ ପୂର୍ବଜନକୁ ମୁ ପରା "ଅଵଲୋକରା "...ସବୁବେଳେ ତଳକୁ ତଳକୁ ...

ଅଫିସରଙ୍କ ଘରେ ପୁରୁଣା ନୂଆ କେହି ରହିବେନି...ବହୁ ଜୁହାର ହେଲା ଘୋଷ ବାବୁ, ବିଷୋୟୀ ବାବୁଙ୍କ କଥା ବି କହିଲା . ..

କେମିତି କୁହୁଡି ପହଁରି ଭିଜିଲାନ୍ସ ବାବୁଙ୍କୁ ଚିଙ୍ଗୁଡ଼ି ଦେଉଥିଲା , କେମିତି ଅଟକାଉଥିଲେ ୟୁନିଅନ ଲିଡରଙ୍କ ଚାମଚାମାନେ

କେହି ଶୁଣିଲେନି...ଗୋଟେ ଦୁଆର ମୁହଁରେ ଯେତେବେଳେ ତାଡେ଼ ଖାଇଲା

କାହିଁ କେଯାଣି ସବୁ ବଖାଣି ଦେଲା ..କିଏ କେମିତି କୋଉ ଉପାଧ୍ୟରେ ଅଫିସର ମାନେ ପରକୀୟା ପ୍ରୀତି

ବୋଉଲୋ ଆଉ କହିବିନିଟି ...

ହେଇ ବାବୁ ମୋତେ ଘର ଛାଡ଼ିଦେବ ଟିକକ ପାଇଁ ??

ନଛାଡିଲେ >>>

କିଛି ନାହିଁ , ରଖିଛି ଆଉ ଗୋଟେ ସରକାରଙ୍କ ଧରା ନପଡିବା ନୀତି

ତୁମେ ପରା ସେଇ କାରଣଟି....ଆସୁନ >>>////

ମୁ ପରା "ଅବୋଲକରା "


Rate this content
Log in