STORYMIRROR
"ଯୁଗେ ଯୁଗେ...
"ଯୁଗେ ଯୁଗେ...
"ଯୁଗେ ଯୁଗେ...
“
"ଯୁଗେ ଯୁଗେ ସାହିତ୍ୟରେ କବିତା ଅ।ଣିଛି କ୍ରାନ୍ତି । ଅ।ଧୁନିକ ସାହିତ୍ୟରେ ଉଭୟ ପଦ୍ୟ ଓ ଗଦ୍ୟ ନୂଅ। ଧାରା ସୃଷ୍ଟି କରିଛି । ସାମ୍ପ୍ରତିକ ସମୟରେ ପରୀକ୍ଷାଧର୍ମୀ ଫିଚର-ସାହିତ୍ୟ ଅଧିକ ପାଠକୀୟତା ସୃଷ୍ଟି କରି ଲୋକପ୍ରିୟତାର ଶୀର୍ଷ ଛୁଇଁଛି । କବିତା ଓ ଗଳ୍ପରେ ଫିଚର ଧାରାର ପ୍ରୟୋଗ କରାଯାଉଛି । ଯେଉଁ ରଚନାରେ ଚିରନ୍ତନ, ଶାଶ୍ବତ ଓ ମାନବୀୟ ଚେତନା ସହିତ ଲୋକାଭିମୁଖୀ ମୂଲ୍ୟବୋଧ ଥାଏ ତାହା କ୍ଲାସିକ ବା କାଳଜୟୀ ସାହିତ୍ୟର ରୂପ ନେଇଥାଏ ।"
”
277
More oriya quote from Upendra prasad Mahala
Download StoryMirror App