STORYMIRROR
"...
" ପ୍ରିୟତମା "
"...
" ପ୍ରିୟତମା...
“
" ପ୍ରିୟତମା "
" ତୁମ ପ୍ରତିଟି ନିଃଶ୍ବାସରେ
ଫୁଲଗଛରେ
କଅଁଳେ ଛନଛନ ପତ୍ର
ଫୁଲ କଡ଼ିରେ ନେସି ହୁଏ ରଂଗ
ତୁମ ହାତଛୁଆଁରେ
ଫୁଟେ ଶତକଦମ୍ବ
ତୁମ କୁନ୍ତଳ ପବନରେ ଉଡିଲେ
ଲହଡି ଭାଂଗେ
ଜୀବନ ଯୁମୁନାର ଛଳଛଳ ଜଳ।
ତୁମ ଆଖିର ମୋତି ଭଳି
ଝଲସେ ମନ ବୃନ୍ଦାବନ !!
ତୁମେ ମୋ ବିଦଗ୍ଧ ହୃଦୟର
ଦରଦୀ ସ୍ପନ୍ଧନ। ଚିର ସୁନ୍ଦର,
ପ୍ରିୟତମା ଚିରନ୍ତନ। "
”
39
More oriya quote from Upendra prasad Mahala
Download StoryMirror App