STORYMIRROR
"...
" ରକ୍ତର ଛିଟା...
" ରକ୍ତର...
“
" ରକ୍ତର ଛିଟା "
"କାହାକୁ ଜଣାପଡେନି
କେତେବେଳେ ଟପଟପ ବର୍ଷା ଅ।ସି
ଛୁଇଁଯାଏ ରାସ୍ତା, କୋଠାବାଡ଼ି
ବୁଣିଦିଏ ରକ୍ତର ଛିଟା
ସାରା ସହର !!
ସବୁଠି ଖାଲି ଖବର
ଜଘନ୍ୟ, ଚାଞ୍ଚଲ୍ୟକର ।
କେହି ଦେଖି, ଦେଖି ପାରନ୍ତିନି
ବ୍ୟବସ୍ଥାର ବିକାଶ ଭିତରେ
କେମିତି ମରେ ମଣିଷପଣିଅ।
କାହା ଅହମିକାରେ।
ରକ୍ତରଞ୍ଜିତ ହୁଏ ମାଟି,
ଫୁଲ ଗଛର କଅଁଳ କଡି
ଏଠି ଝରିଯାଏ
ଅବେଳାରେ ।"
*******
”
16
More oriya quote from Upendra prasad Mahala
Download StoryMirror App