STORYMIRROR

" ଯାହାର...

“ " ଯାହାର ଜନ୍ମ ଅଛି, ମୃତ୍ୟୁ ନିଶ୍ଚିତ। ଦିନେନା ଦିନେ ଅ।ମ ସୂର୍ଯ୍ୟ, ପୃଥିବୀ ଲୋପ ପାଇଯିବ। ବିଜ୍ଞାନର ଚମତ୍କାରୀ ଉଦ୍ଭାବନ ନଷ୍ଟ ହୋଇଯିବ।ଚାରିଅ।ଡେ ଥିବ କେବଳ ମହାଶୂନ୍ୟ। ପ୍ରାଚୀନ ଭାରତବର୍ଷରେ ମୂନିୠଷି ଜାଣିଥିଲେ ମହାଶୂନ୍ୟ ସୃଷ୍ଟିର ମୂଳ।ନୀଳ-ଅନ୍ଧାର ଭରା ଶୂନ୍ୟ ଗର୍ଭରେ କେତେ ଯେ ସୂର୍ଯ୍ୟ, ପୃଥିବୀ ରହିଛି, ଯାହା ଅ।ଜିର ବୈଜ୍ଞାନିକଙ୍କୁ ଅଜଣା। କାଳଚକ୍ର ପ୍ରଭାବରେ ବିଭିନ୍ନ ଧର୍ମମତ, ବିଶ୍ବାସ ବିଶ୍ବରୁ ଲୋପ ପାଇଗଲେ ବି ସନାତନୀ ଚେତନା ନୀଳ ଅନ୍ଧାରର ପରିଭାଷା ହୋଇ ରହିବ।" ”

By Upendra prasad Mahala
 26


More oriya quote from Upendra prasad Mahala
4 Likes   2 Comments
5 Likes   4 Comments
5 Likes   3 Comments
37 Likes   11 Comments
37 Likes   12 Comments