STORYMIRROR

ଯଥା ସ୍ୱଭାବ...

ଯଥା ସ୍ୱଭାବ ତଥା ଫଳ ପ୍ରାପ୍ତି ଏ ଭୂମଣ୍ଡଳେ, ‎ନିଷ୍କର୍ମେ କେହି ଲଭେ ନାହିଁ ଶ୍ରେଷ୍ଠ ସମ୍ପଦେ। ‎କୁମତି ଆଉ କୁଚିନ୍ତାରେ ରତ ଯେଉଁ ନର, ‎କିପରି ବା ବାଞ୍ଛା କରେ ସେ ଉତ୍ତମ ଫଳର? ‎ଗରଳ ବପନ କରି ଅମୃତ ମିଳେନି କେବେ, ‎କର୍ମର ଆଦର୍ଶେ ଭାଗ୍ୟ ସ୍ୱୟଂ ଲିଖ୍ୟମାନ ହେବେ।। ‎ ‎ ‎Priyanka Panda ‎

By Priyanka Panda
 


More oriya quote from Priyanka Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments