STORYMIRROR
ଶୂନ୍ୟତା...
ଶୂନ୍ୟତାର ଅର୍ଥ ଯେ...
ଶୂନ୍ୟତାର...
“
ଶୂନ୍ୟତାର ଅର୍ଥ ଯେ ବୁଝିପାରେ ସେ ଜାଣେ,
ନିଃସଙ୍ଗତା ହିଁ ଶିଖାଏ ଜୀବନର ଗୀତ।
ବାହାରେ ହସ ଭିତରେ କାନ୍ଦେ ମନ,
ଏଇ ତ ଆମ ଜୀବନର ଅଜଣା ରୀତି।।
Priyanka Panda
”
More oriya quote from Priyanka Panda
Download StoryMirror App