STORYMIRROR

ଯିଏ...

ଯିଏ ପ୍ରତିଜ୍ଞା ନେଇଥିଲା ମୋ ଠୁ ମୁଁ ଦୂରେଇବିନି ତା ଠୁ ସିଏ ଏତେ ଶୀଘ୍ର ଛାଡିଯିବ ବୋଲି ଜାଣିନଥିଲି ଏଠି ନିୟମ ବନାଉଥିବା ଲୋକ ନିୟମ ଭାଙ୍ଗୁଛନ୍ତି ଆଶା ଦେଉଥିବା ଲୋକ ମନ ଭାଙ୍ଗୁଛନ୍ତି॥

By Ashutosh Swain
 1271


More oriya quote from Ashutosh Swain
2 Likes   0 Comments
8 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments