STORYMIRROR
କିଛି ତ...
କିଛି ତ...
କିଛି ତ...
“
କିଛି ତ ଜଳିଥିବ
ବିନା ନିଆଁରେ ଧୂଆଁ କେଉଁଠୁ ଆସିବ
ଯାହାକୁ ଡରୁଥିଲି ସ୍ୱପ୍ନରେ ବି ଦେଖିବାକୁ
ସେ ଦୁର୍ଘଟଣା ବାସ୍ତବରେ କେମିତି ହେବ
ଯାହା ଛବି ଧରିଲେ ହାତ ଥରି ଯାଉଛି
ଆଖି କୁ କେମିତି କହିବି ସମ୍ଭାଳିବ॥
@ଆଶୁତୋଷ
”
17
More oriya quote from Ashutosh Swain
Download StoryMirror App