STORYMIRROR
ଅଭିଯୋଗ,...
ଅଭିଯୋଗ,
ମତେ ବହୁତ...
ଅଭିଯୋଗ,
ମତେ...
“
ଅଭିଯୋଗ,
ମତେ ବହୁତ କଷ୍ଟହେଉଛି ଯେ
ଏ ଘର ର ନିଛାଟିଆ ଡରଉଛି
ଅପାରଗତା,
ଯେତେବେଳେ ହାତ ପତେଇବାକୁ ବାଧ୍ୟକରେ
କେତେ ଯନ୍ତ୍ରଣାରେ ନିଜକୁ ପ୍ରସ୍ତୁତକରେ
ଏମିତି ଯଦି କଥା କି
ଜୀଇଁବାକୁ ପଡିବ ତୋ ସର୍ତ୍ତରେ
ହେ ଜୀବନ!
ମୁଁ ତୋତେ ବହିଷ୍କାର କରୁଛି॥
@ଆଶୁତୋଷ
”
37
More oriya quote from Ashutosh Swain
Download StoryMirror App