STORYMIRROR

ଯେଉଁମାନେ...

ଯେଉଁମାନେ ସୁବିଧାରେ ରୁହନ୍ତି ସେମାନେ ଭାବନ୍ତି ସେମାନେ ଖୁସିରେ ଅଛନ୍ତି , କିନ୍ତୁ ତାହା ଦୃଶ୍ୟମାନ ସତ । ସୁବିଧା ଶାରୀରିକ ଆରାମ ଦେଇଥାଏ ଓ ଖୁସି ମାନସିକ ଆରାମ ଦେଇଥାଏ ତେଣୁ ସୁବିଧାରେ ନୁହେଁ ଖୁସିରେ ରହିବାକୁ ହେବ । ଜଗନ୍ନାଥ ଚୋୖଧୁରୀ

By Jagarnatha Chaudhury
 80


More oriya quote from Jagarnatha Chaudhury
2 Likes   0 Comments

Similar oriya quote from Inspirational