STORYMIRROR

ଯେତେ ବେଳେ...

ଯେତେ ବେଳେ ଦେଖେ ତୋର ସେହି ମୁଖ ଅଜାଣତେ ଗଡ଼ି ଆସେ ଲୁହ କେଇ ଟୋପା, ସମ୍ଭାଳି ପାରେନି ନିଜକୁ ମାଆ ମୁଁ ବୁକୁ ଚିରି କୋହ ଉଠେ କାହିଁ ଶୂନ୍ୟ ରୂପା। —ପ୍ରଣତି ପଣ୍ଡା

By Pranati Panda
 269


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments