STORYMIRROR

ଭଗ୍ନ ମନର...

“ ଭଗ୍ନ ମନର ସେ, ଭଗ୍ନ ବୀଣାଟି ଯେ, ପରା ସ୍ୱର ସିନା ସିଏ ନିଜେ ପାରେନି ସଜାଡ଼ି, ବେସୁରା ରାଗିଣୀ ହୃଦ ଛିନ୍ନ କରିଦିଏ ଶୁଣିବା ଲୋକର ଅଶ୍ରୁ ପଡ଼ଇ ନିଗିଡ଼ି । ”

By Pranati Panda
 38


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments