STORYMIRROR
ଭଗ୍ନ...
ଭଗ୍ନ ମନର ସେ ଭଗ୍ନ...
ଭଗ୍ନ ମନର ସେ...
“
ଭଗ୍ନ ମନର ସେ ଭଗ୍ନ ବୀଣାଟି ଯେ, ପରା
ସ୍ୱର ସିନା ସିଏ ନିଜେ ପାରେନି ସଜାଡ଼ି
ବେସୁରା ରାଗିଣୀ ହୃଦ ଛିନ୍ନ କରିଦିଏ
ଶୁଣିବା ଲୋକର ଅଶ୍ରୁ ପଡ଼ଇ ନିଗିଡ଼ି ।
@ ପ୍ରଣତି ପଣ୍ଡା
”
16
More oriya quote from Pranati Panda
Download StoryMirror App