STORYMIRROR

ଯାଯାବର ପରି...

ଯାଯାବର ପରି ବିତେ ଯା' ଜୀବନ ସେ' କାହୁଁ ବୁଝିବ ଘରର ମୂଲ୍ୟ , ବଣିଆ ଚିହ୍ନଇ ହୀରା ପଥରକୁ ଯାଯାବର ପାଇଁ କାଚର ତୁଲ୍ୟ .. 💐 ପ୍ରଣତି ପଣ୍ଡା 💐

By Pranati Panda
 328


More oriya quote from Pranati Panda
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments