STORYMIRROR
ଯାହା ତୁମକୁ...
ଯାହା ତୁମକୁ...
ଯାହା ତୁମକୁ...
“
ଯାହା ତୁମକୁ ଶୁଭୁଛି
ତାକୁ କୁହନ୍ତି ନିରବତା
ମୋ ଆଖିରେ ଯାହା ଦେଖାଯାଉଛି
ତାକୁ ଝଡ କୁହାଯାଏ
ମୋ ଭିତରୁ ଯେମିତି ସବୁ ଉଭାନ
କେବଳ ଗୋଟିଏ ରହିଯାଇଛି
ତାକୁ ନିରାଶା କୁହାଯାଏ॥
@ଆଶୁତୋଷ
”
14
More oriya quote from Ashutosh Swain
Download StoryMirror App