STORYMIRROR

ତୁମକୁ ମୁଁ...

ତୁମକୁ ମୁଁ ଖୋଜୁଛି ପ୍ରତିଟି ମୂହୁର୍ତ୍ତରେ ମୋର ପ୍ରତିଟି ସ୍ପନ୍ଦନରେ,, ହେଲେ, ତୁମକୁ କୁହେନି କାହିଁକି ଜାଣିଛ !!! ଆଜିଯାକେ ତୁମେ ମତେ ଖୋଜିବା ମୁଁ ଅନୁଭବ କରିନି ।। ଲିନା

By Lina Mohanty
 110


More oriya quote from Lina Mohanty
0 Likes   0 Comments
23 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Romance